ଆସନ୍ତାକାଲି ହେବ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ । ରାଜ୍ୟ ସରକାରଙ୍କ ପକ୍ଷରୁ ମିହିରଙ୍କୁ ଦିଆଯିବ ଗାର୍ଡ ଅଫ ଅନର । ଗାର୍ଡ ଅଫ ଅନର ଦିଆଯିବା ନେଇ କୁନା ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି । ମିହିରଙ୍କ ବିୟୋଗରେ ବଲିଉଡରେ ଖେଳିଯାଇଛି ଶୋକର ଛାୟା । କେବଳ ବଲିଉଡ ନୁହେଁ ତାଙ୍କୁ ଭଲ ପାଉଥିବା ସାଧାରଣ ଲୋକେ ବି ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମନ୍ତ୍ରୀ ନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here