ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡିଶାର ପାଖାପାଖି ସମସ୍ତ ଜିଲ୍ଲାରେ ସାମାନ୍ୟ ବର୍ଷାର ସମ୍ଭାବନା  ରହିଛି . ଭବାନୀପାଟଣା ଓ କଳାହାଣ୍ଡି ଜିଲ୍ଲାରେ 297 ମିମି ବର୍ଷା ହେବାର ସମ୍ଭାବନା ରହିଛି. ଗଜପତି, ରାୟଗଡ଼ା ଓ କଳାହାଣ୍ଡିର ପ୍ରାୟ ସବୁ ନଦୀ ବିପଦ ସଂଙ୍କେତ ରେଖାର ସାମାନ୍ୟ ତଳେ ରହିଛି. ମାଲକାନଗିରି, କୋରାପୁଟ,କଳାହାଣ୍ଡି,ବାଲେଶ୍ୱର, କନ୍ଧମାଳ,ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ.ମତ୍ସ୍ୟଜୀବିମାନଙ୍କୁ ମସୁଦ୍ର ମଧ୍ୟକୁ ନଯିବାକୁ ସତର୍କ ସୂଚନା ଦିଆଯାଇଛି.

LEAVE A REPLY

Please enter your comment!
Please enter your name here