ନିର୍ବାଚନ ପାଇଁ ନବୀନ ନିବାସରେ ପଶ୍ଚିମ ଓଡିଶାର ନେତାଙ୍କ ଭିଡ ଲାଗିଥିବା ବେଳେ ରବିବାର ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ. ବିଧାନସଭା ନିର୍ବାଚନ ଲଢିବାକୁ ଇଚ୍ଛୁକ ଥିବା ସେ ପ୍ରକାଶ କରିଛନ୍ତି. ଅନ୍ୟପଟେ ଯଦି କୁସୁମ ନିର୍ବାଚନ ଲଢିବେ ତାହେଲେ ବିଜେଡି ଟିକଟରୁ ହିଁ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି. ନିଜର ବ୍ୟକ୍ତିଗତ କାରଣ ପାଇଁ ପଦରୁ ଇସ୍ତଫା ଦେଇଥିବା ବେଳେ ଯୋଗେଶ ସିଂହଙ୍କ ବିଜେଡିରେ ସାମିଲ ହେବାକୁ ନେଇ ସେ ଅସନ୍ତୁଷ୍ଟ ଥିବା କହିଛନ୍ତି.

 

LEAVE A REPLY

Please enter your comment!
Please enter your name here