ସାସଂଦ ପଦରୁ ଇସ୍ତଫା ଦେଇଛନ୍ତି ଅମିତ ଶାହା । ଆଜି ରାଜ୍ୟସଭା ସାସଂଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧକ୍ଷ୍ୟ ଅମିତ ଶାହା । ଗୁଜରାଟର ଗାନ୍ଧି ନଗର ଆସନରେ ଲୋକସଭା ସାସଂଦ ଭାବେ ନିର୍ବାଚିତ ହେବା ପରେ ଶାହା ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି । ସେହିପରି ରବି ଶଙ୍କର ପ୍ରସାଦ ମଧ୍ୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here