ଏଣିକି ସହର ପରି ଗାଁରେ ବି ଘର କଲେ ନେବାକୁ ପଡିବ ଅନୁମତି । ଜି+୨ ବା ଦ୍ୱିତୀୟ ମହଲା ନିର୍ମାଣ କଲେ ନେବାକୁ ପଡିବ ଅନୁମତି । ୫୦୦ ବର୍ଗମିଟରରୁ ଅଧିକ ବା ୨ ମହଲା ଘର ପାଇଁ ଅନୁମତି ଦରକାର । ପଞ୍ଚାୟତ ସମିତି ମାଧ୍ୟମରେ ଅନୁମତି ମାଗିବାକୁ ହେବ । ଆପ୍ରୁଭାଲ ପାଇଁ ଜିଲ୍ଲା ପ୍ଲାନିଂ ୟୁନିଟକୁ ପଠାଇବ ପଞ୍ଚାୟତ ସମିତି । ସରକାରୀ ନିୟମ ମୁତାବକ ଘର ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏ ନିଷ୍ପତ୍ତି ନେଇ ଗେଜେଟ୍ ନୋଟିଫିକେସନ ପ୍ରକାଶିତ ହୋଇଛି । ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା

LEAVE A REPLY

Please enter your comment!
Please enter your name here