କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ । ଜନଜାତି ଉତ୍ପୀଡନ ସଂପର୍କିତ ବିଭିନ୍ନ ମାମଲାରେ ବାରମ୍ବାର ସମନ ସତ୍ତ୍ବେ ହାଜର ହେଉ ନ ଥିବାରୁ ଗିରଫ ପରଓ୍ୱାନା ଜାରି କରିଛନ୍ତି ଜାତୀୟ ଜନଜାତି କମିଶନ । ଜିଲ୍ଲାପାଳ ଠାକରେଙ୍କୁ ଗିରଫ କରି ତୁରନ୍ତ କମିଶନଙ୍କ ନିକଟରେ ହାଜର କରାଇବାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନାଁରେ ଓ୍ବାରେଣ୍ଟ ଅଫ ଆରେଷ୍ଟ ଜାରି କରିଛନ୍ତି ଜନଜାତି କମିଶନ ।

LEAVE A REPLY

Please enter your comment!
Please enter your name here