ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ ଘଟିଛି । ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୬୮ ବ୍ୟାଚର ଆଇପିଏସ ଅଧିକାରୀ ହେଉଛନ୍ତି ଉମାଶଙ୍କର । ଓଡିଶାର ଏକ ମାତ୍ର ଆଇପିଏସ ଭାବରେ ସିବିଆଇ ନିର୍ଦ୍ଦେଶକ ହୋଇଥିଲେ । । ୨୦୦୩ରେ ସିବିଆଇ ଭାବରେ ସେ ନିଯୁକ୍ତି ପାଇଥିଲେ ।

LEAVE A REPLY

Please enter your comment!
Please enter your name here