ବାଲଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସଜନାଗଡ ନୂଆସାହି ଗାଁରେ ଘଟିଛି ଏକ ଅଘଟଣ. କୌଶଲ୍ୟା ମରିଡିଆ ନାମକ ଜଣେ ଗର୍ଭବତୀ ମହିଳା ଚୁଲିରେ ସେକି ହେଉଥିବା ବେଳେ ଘୋଡି ହୋଇଥିବା ଚାଦରରେ ନିଆଁ ଲାଗିଯାଇଥିଲା. ଫଳରେ ସେ ଅଧା ପୋଡି ଯାଇଥିଲେ. ଏହି ଘଟଣା ପରେ ତାଙ୍କୁ ତୁରନ୍ତ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଡାକ୍ତର ତାଙ୍କୁ  ବାଲେଶ୍ୱର ମେଡିକାଲକୁ ପଠାଇ ଦେଇଥିଲେ.

LEAVE A REPLY

Please enter your comment!
Please enter your name here