କନ୍ଧମାଳ ଜିଲ୍ଲାର ସମସ୍ତ ପଞ୍ଚାୟତ ସ୍ତରରେ ପିଠା କାର୍ଯ୍ୟକ୍ରମ ସରିବା ପରେ ବର୍ତ୍ତମାନ ବିଜ୍ଞାପିତ ଅଞ୍ଚଳ ବାଲିଗୁଡାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଏନଏସି ଚେୟାରମ୍ୟାନ ଶ୍ରୀମତୀ ମମତା ବେହେରା. ତେବେ ମମତାଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଶ୍ରୀ ଲୋକନାଥ ପାଢୀ ଓ ସମସ୍ତ ୱାର୍ଡର କାଉନସିଲରମାନେ ଯୋଗ ଦେଇ ନବୀନ ସରକାର କରିଥିବା ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ. ପରେ ପିଠା ପ୍ରସ୍ତୁତ ହେବା ସହ ନୂତନ ଭତ୍ତା, ପଟ୍ଟା ଓ ପାନୀୟ ଜଳ ଯୋଗାଣ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.

LEAVE A REPLY

Please enter your comment!
Please enter your name here