ସାବଧାନ୍ । ଡିସେମ୍ବର ପହିଲାରୁ ଗାଡି କାଗଜପତ୍ର ଯାଞ୍ଚ ପୁଣି କଡାକଡି ହେବ । ପହିଲାରୁ କଡାକଡି ଲାଗୁ ହେବା ପାଇଁ କହିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଲୋକଙ୍କୁ ଯଥେଷ୍ଟ ସମୟ ଦିଆଗଲାଣି । ୩ ମାସ କୋହଳ ପରେ ଡିସେମ୍ବର ପହିଲାରୁ ଯାଞ୍ଚ କଡାକଡି କରାଯିବା ନେଇ ମନ୍ତ୍ରୀ ପ୍ରତିକ୍ରୀୟା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here