ଫ୍ଲୋର ଟେଷ୍ଟ ପୂର୍ବରୁ ଉଠୁଛି ପଡୁଛି ମହାରାଷ୍ଟ୍ର ରାଜନୀତି । ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାଭିସ୍ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା । ପ୍ରେସମିଟ୍ରେ ସ୍ପଷ୍ଟ କଲେ ଫଡନାଭିସ୍ । ଶିବସେନା ଉପରେ ବର୍ଷିଲେ ଫଡନାଭିସ୍ । ଅସାଧୁ ମେଣ୍ଟ ସହ ଆମର ରହିବାର ନାହିଁ, ଆମେ ବିପକ୍ଷରେ ବସିବାକୁ ପ୍ରସ୍ତୁତ ।

LEAVE A REPLY

Please enter your comment!
Please enter your name here