କରୋନା ସଂପର୍କରେ ଲୋକଙ୍କୁ ସଚେତନ କରାଯାଉଛି I ଲକଡାଉନ ସମୟରେ ନିହାତି ଜରୁରୀ କାମ ଥିଲେ ଘରୁ ବାହାରିବାକୁ କୁହାଯାଇଛି I ତେଣୁ ଜରୁରୀ କାମରେ ଯାଉଥିବା ବେଳେ ଯଦି ପୋଲିସ ଅଟକାଉଛି, ତେବେ 100 କୁ ଫୋନ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର I କଣ୍ଟ୍ରୋଲ ରୁମରୁ ଏସଏମଏସ ଆସିଲେ ତାକୁ ଦେଖାଇ ଆପଣ ଯାଇପାରିବେ I କେହି ସଂପର୍କୀୟଙ୍କ ମୃତ୍ୟୁ ହେଲେ ପୋଲିସ ଠାରୁ ଅନୁମତି ପତ୍ର ନେଇ ଲୋକମାନେ ଯାଇପାରିବେ I କଣ୍ଟ୍ରୋଲ ରୁମରେ ଏବେ ବାରଜଣ କର୍ମଚାରୀ କାମ କରୁଥିବା ବେଳେ ଏହାକୁ ଚବିଶକୁ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି I

LEAVE A REPLY

Please enter your comment!
Please enter your name here