ବୁଧବାର ୱେଲିଂଟନରେ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-20. ତ୍ରିସ୍ତରୀୟ ବିଶିଷ୍ଟ ଟି-20ର ପ୍ରଥମ ମ୍ୟାଚରେ ଭାରତର ପରାଜୟ ହୋଇଛି. ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଭାରତ 80 ରନରେ ନ୍ୟୁଜିଲାଣ୍ଡଠାରୁ ହାରିଛି. ଟସ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା ଭାରତ. ଶେଷ ଦୁଇଟି ଦିନିକିଆରୁ ବିଶ୍ରାମ ନେଇଥିବା ଅଧିନାୟକ ବିରାଟ କୋହଲୀ ବିଶ୍ରାମ ନେଇଥିବା ବେଳେ ତାଙ୍କ ଜାଗାରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇଥିଲା ଟିମ. 219 ରନର ପିଛା କରୁଥିବା ଭାରତୀୟ ଟିମ 19 ଓଭରରେ 139 ରନ୍ କରି ପାଭିଲିଅନକୁ ଫେରିଯାଇଥିଲା.

LEAVE A REPLY

Please enter your comment!
Please enter your name here