ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 91 ଲୋକସଭା ଆସନର ମତଦାନ ପାଇଁ ସୋମବାରଠୁ ପ୍ରାର୍ଥୀପତ୍ର ଦାଖଲ ପ୍ରକିୟା ଆରମ୍ଭ ହେବ. ଓଡ଼ିଶାର 4ଟି ଲୋକସଭା ଆସନ ଏବଂ 28ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ବିଜ୍ଞପ୍ତି ପ୍ରକାଶ ପାଇବା ପରେ 25 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ. ଅନ୍ୟପଟେ ମାର୍ଚ୍ଚ 26 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ. ସୋମବାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଉଥିବା ବେଳେ ଏ ଯାଏଁ କୌଣସି ରାଜନୈତିକ ଦଳ ପ୍ରାର୍ଥୀ ଚୟନ ନେଇ ଘୋଷଣା କରିନାହାନ୍ତି.

LEAVE A REPLY

Please enter your comment!
Please enter your name here