ଦିନକୁ ଦିନ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ରାଜ୍ୟରେ ଏବେ କୋଭିଡ ପଜିଟିଭ ସଂଖ୍ୟା 629ରେ ପହଞ୍ଚିଛି । ଦେଶରେ ଦୈନିକ ସଂକ୍ରମଣ 5 ହଜାର ଅତିକ୍ରମ କରିଛି । କୋଭିଡ ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ହସପିଟାଲରେ ମକଡ୍ରିଲ୍ ଆରମ୍ଭ ହୋଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଗତକାଲି ରାଜ୍ୟରେ 102 ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ ଭୂତାଣୁ ପୁଣି ନୂଆ ରୂପରେ ଆସୁଥିବାରୁ ଲୋକେ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ବ ଦିଆଯାଇଛି । ପୁଡୁଚେରୀରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here