ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳ ବିଜେଡି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି. ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏହା ଘୋଷଣା ହୋଇଛି. ଯାହାମଧ୍ୟରେ ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ପ୍ରଶାନ୍ତ ନନ୍ଦ, ଆକାଶ ଦାସ ନାୟକ, ମୁନ୍ନା ଖାନ, କୁନା ତ୍ରିପାଠୀ ଓ ଅରିନ୍ଦମ ରଏଙ୍କ ଭଳି ଷ୍ଟାର ସାମିଲ ଅଛନ୍ତି. ତେବେ ଷ୍ଟାରଙ୍କ ସମେତ ତାଲିକାରେ 40 ଜଣ ସଦସ୍ୟ ମଧ୍ୟ ରହିଛନ୍ତି. ଯିଏ ଦୁଇଟି ବିଭାଗରେ ସାରା ରାଜ୍ୟରେ ନିର୍ବାଚନ ପାଇଁ ପ୍ରଚାର କରିବେ. ପ୍ରଚାର କରିବାକୁ ଥିବା ସଦସ୍ୟମାନେ ହେଲେ ନବୀନ ପଟ୍ଟନାୟକ, ଅନଙ୍ଗ ଉଦୟ ସିଂ ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ସୂର୍ଯ୍ୟନାରାୟଣ ପାତ୍ର, ଡ.ପ୍ରସନ୍ନ ପାଟ୍ଟଶାଣୀ, ଏନ.ଭାସ୍କର ରାଓ, ପ୍ରମିଳା ମଲ୍ଲିକ, ପଦ୍ମନାଭ ବେହେରା, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଅରୁଖ, ରବିନାରାୟଣ ପାଣି, ପ୍ରଫୁଲ୍ଲ କୁମାର ମଲ୍ଲିକ, କିଶୋର କୁମାର ମହାନ୍ତି, ନବ କିଶୋର ଦାସ, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ସଞ୍ଜୟ ଦାସ ବର୍ମା, ପ୍ରତାପ କେଶରୀ ଦେବ, ଚନ୍ଦ୍ରସାରଥୀ ବେହେରା, ରମେଶ ଚନ୍ଦ୍ର ମାଝି, ଦିଲ୍ଲୀପ ତିର୍କୀ, ସୁବାଷ ସିଂ, ସୁଶାନ୍ତ ସିଂ, ଅନନ୍ତ ନାରାୟଣ ଜେନା, ମିନତୀ ବେହେରା, ତେଜେଶ୍ୱର ପରିଡା, ଲୋପାମୁଦ୍ରା ବକ୍ସିପାତ୍ର, କସ୍ତୁରୀ ମହାପାତ୍ର, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା, ଅସୀମ ଅମିତାଭ ଦାସ, ଅମରେଶ ପତ୍ରୀ ଓ  ରାଣା ପ୍ରତାପ ପାତ୍ର.

 

 

LEAVE A REPLY

Please enter your comment!
Please enter your name here