ପୁଣେ ଟେଷ୍ଟରେ ଦ୍ୱିଶତକ ଅର୍ଜନ କଲେ ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ । ଟେଷ୍ଟ କ୍ୟାରିଅରରେ ସପ୍ତମ ଦ୍ୱିଶତକ ଲଗାଇ ରେକର୍ଡ କଲେ । ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ୟାରିଅରରେ ସର୍ବାଧିକ ଦ୍ୱିଶତକ ।

LEAVE A REPLY

Please enter your comment!
Please enter your name here