ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଏବଂ ଗଣଦୁଷ୍କର୍ମ କରିବା ଭଳି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଛାଡିବା ମାମଲାର ତଦନ୍ତ କରିବ ସିବିଆଇ । କେନ୍ଦ୍ର ସରାକରଙ୍କ ଗୃହ ମନ୍ତ୍ରାଳୟ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଏଥିସହିତ ଏହି ମାମଲାର ଶୁଣାଣୀ ଉତ୍ତର-ପୂର୍ବ ରାଜ୍ୟ ବାହାରେ କରାଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here