ତୁର୍କୀ ଓ ସିରିଆର ଛାତିଥରା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨୪ ହଜାର ପାର୍ ହୋଇଛି । ଏବେ ବି ଭଙ୍ଗା କୋଠା ତଳେ ଫସି ରହିଛନ୍ତି ହଜାର ହଜାର ଲୋକ । ଯୁଦ୍ଧକାଳୀନ ଭିତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ସତ୍ତ୍ୱେ ପ୍ରବଳ ଥଣ୍ଡା ଯୋଗୁଁ ରେସ୍କ୍ୟୁ ଅପରେସନ ବାଧାପ୍ରାପ୍ତ ହେଉଛି । ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଭାରତୀୟ ଏନଡିଆରଏଫ ଟିମ୍ ।

LEAVE A REPLY

Please enter your comment!
Please enter your name here