କଟକରେ ଲିଙ୍ଗ ନିରୂପଣ ମାମଲାରେ ବାହାରିଛି ରାଜ୍ୟ ବାହାରର ଲିଙ୍କ୍ । ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ରାଞ୍ଚିରୁ ଅଲଟ୍ରାସାଉଣ୍ଡ ମେସିନ ଏହି ବ୍ୟକ୍ତି ଜଣଙ୍କ ଆଣିଥିବା ପୋଲିସ ହାତରେ ପ୍ରମାଣ ଲାଗିଛି । ଏସବୁ ମେସିନ ବିନା କାଗଜ ପତ୍ରରେ ରାଜ୍ୟ ବାହାରୁ ଆସୁଥିଲା । କଟକର ଏକ ଘରୋଇ ଲ୍ୟାବରେ ଲିଙ୍ଗ ନିରୂପଣ ହେଉଥିବାର ଅଭିଯୋଗ ହୋଇଥିଲା । ଏଯାଏଁ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here