ଆତଙ୍କୀ ଗୁଳିରେ ଶହୀଦ ହୋଇଥିବା ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ନିଜ ଜନ୍ମମାଟିରେ ସଂପନ୍ନ ହୋଇଛି. ହେମନ୍ତଙ୍କ ମର ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ମାନ ଦିଆଯାଇଛି. ଅନ୍ୟପଟେ ହେମନ୍ତଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି. ଗତକାଲି ତାଙ୍କ ମର ଶରୀରକୁ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା. ପରେ ଭୁବନେଶ୍ୱରରୁ ତାଙ୍କ ଗାଁ ଖୋର୍ଦ୍ଧାର ଅଠାରାଙ୍ଗ ନିଆଯାଇଥିଲା. ବିରାଟ ଶୋଭାଯାତ୍ରାରେ ହେମନ୍ତଙ୍କ ମର ଶରୀରକୁ ଗାଁ ପରିକ୍ରମା କରାଯିବା ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା.

LEAVE A REPLY

Please enter your comment!
Please enter your name here