ସରକାରଙ୍କୁ ଷ୍ଟାମ୍ପଭେଣ୍ଡର ମହାସଂଘର ଦାବିପତ୍ର. କିଛିଦିନ ପୂର୍ବେ ନନ ଜୁଡିସିଆଲ ଷ୍ଟାମ୍ପ କ୍ରୟ କିମ୍ବା ବିକ୍ରୟ ପାଇଁ ଷ୍ଟାମ୍ପଭେଣ୍ଡରମାନଙ୍କୁ ଦିଆଯାଇଥିବା କ୍ଷମତା ମଧ୍ୟରେ ଇ.ଷ୍ଟାମ୍ପ ବିକ୍ରି ବନ୍ଦ କରିବା ପାଇଁ ମହାସଂଘ ଦାବି କରିଥିଲା. ରାଜସ୍ୱମନ୍ତ୍ରୀ ଦୁଇଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱମୂଲ୍ୟର ଷ୍ଟାମ୍ପ, ଇ.ଷ୍ଟାମ୍ପରେ ବିକ୍ରି କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ. ଏସବୁ ପରେ ମଧ୍ୟ ଏହା ବର୍ତ୍ତମାନ ପ୍ରଶାସନ ସ୍ତରରେ ପଡିରହିଛି. ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ. ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଂଘ ଦାବି କରୁଥିବା ବେଳେ ପ୍ରତି ଷ୍ଟାମ୍ପଭେଣ୍ଡରମାନଙ୍କୁ ସ୍ୱତନ୍ତ୍ର ପରିଚୟ ମଧ୍ୟ ପ୍ରଦାନ କରିବାକୁ ସଂଘ ଦାବି କରିଛି.

LEAVE A REPLY

Please enter your comment!
Please enter your name here