ଆପଣଙ୍କର ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ରହିଯାଇଛି ତାହେଲେ ତୁରନ୍ତ ସାରିଦିଅନ୍ତୁ । କାହିଁକି ନା ଆପଣଙ୍କୁ ଏପ୍ରିଲ ୪ ଯାଏ ଅପେକ୍ଷା କରିବାକୁ ପଡିବ । ମାର୍ଚ୍ଚ୨୭ରୁ ଏପ୍ରିଲ ୪ ଭିତରେ ମାତ୍ର ଦୁଇ ଦିନ ଖୋଲା ରହିବ ବ୍ୟାଙ୍କ୍ । ଏପ୍ରିଲ ୨୭ ଶେଷ ଶନିବାର ପଡୁଥିବାରୁ ବ୍ୟାଙ୍କ୍ ବନ୍ଦ ରହିବ । ୨୮ ମାର୍ଚ୍ଚ ରବିବାର ଏବଂ ୨୯ ମାର୍ଚ୍ଚ ହୋଲି ପଡୁଥିବାରୁୁ ବ୍ୟାଙ୍କ୍ ବନ୍ଦ ରହିବ । ମାର୍ଚ୍ଚ ୩୦ ଓ ଏପ୍ରିଲ ୩ ଏହି ଦୁଇ ଦିନ ବ୍ୟାଙ୍କ ଖୋଲା ରହିବ । ୩୧ ମାର୍ଚ୍ଚ ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ବ୍ୟାଙ୍କ ଛୁଟି ରହିବ । ଏପ୍ରିଲ-୧ ଉତ୍କଳ ଦିବସ, ଏପ୍ରିଲ-୨, ଗୁଡ୍ ଫ୍ରାଇଡେ ପଡୁଥିବାରୁ ବ୍ୟାଙ୍କ ବନ୍ଦ । ଏପ୍ରିଲ-୪ ରବିବାର ଥିବାରୁ ବ୍ୟାଙ୍କ ବନ୍ଦ

LEAVE A REPLY

Please enter your comment!
Please enter your name here