୪ଦିନ ହେଲା ଉପାସରେ କପିଳନାଥ । ମନ୍ଦିର ପ୍ରଶାସନ କପିଳେଶ୍ୱର ମନ୍ଦିରରେ ତାଲା ପକାଇଦେଇଥିବାରୁ ଉପାସରେ ଭବବାନ । ଠାକୁରଙ୍କ ପାଖରେ ଭୋଗ ଲାଗିନଥିବାରୁ ଉପାସରେ କପିଳନାଥଙ୍କ ସେବାୟତ ପରିବାର । ତେଣୁ ଆଜି ଦେବୋତ୍ତର କମିଶନ କାର୍ଯ୍ୟାଳୟ ଘେରାଉ କରି ଧାରଣାରେ ବସିଥିଲେ ଶହ ଶହ ଛତିଶା ନିଯୋଗ ସେବାୟତ । ଦେବୋତ୍ତର ଡେପିଟୁ କମିଶନରଙ୍କୁ ଭେଟି ମନ୍ଦିର ଖୋଲିବାକୁ ଦେଇଛନ୍ତି ଦାବିପତ୍ର । ସେବାୟତଙ୍କ ଦାବି, ପ୍ରଶାସନ ମନ୍ଦିର ଖୋଲୁ, ଠାକୁରଙ୍କ ପାଖରେ ଭୋଗ ଲାଗୁ । ନହେଲେ ସେମାନେ ଧାରଣାରୁ ଉଠିବେନି ।

LEAVE A REPLY

Please enter your comment!
Please enter your name here