ମଞ୍ଚେଶ୍ୱର ରେ ଥିବା ବ୍ଲୁ ହ୍ୱିଲ୍ ହସ୍‌ପିଟାଲ କୁ ଆଜି ସିଲ୍ କଲା ବିଏମସି । କାରଣ କୋଭିଡ଼୍ ଗାଇଡ଼୍‌ଲାଇନ୍ ନିୟମ କୁ ଅମାନ୍ୟ କରି ହସ୍‌ପିଟାଲ ଚାଲୁ ରହିଥିବା ଜଣା ପଡ଼ିଥିଲା । ଗତ୨୩ ତାରିଖ ଦିନ ହସ୍ପିଟାଲ ରୁ ୨୭ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଥିଲେ । ସଂଙ୍କ୍ରମିତ ଚିହ୍ନଟ ହେବା ପରେ କାହିଁକି ହସ୍ପିଟାଲ ଖୋଲା ରହିଥିଲା ସେ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କଲା ବିଏମସି । ଏନେଇ ଟୁଇଟ କରି ସୂଚନା ଦେଇଛି ବିଏମସି

LEAVE A REPLY

Please enter your comment!
Please enter your name here