ସୂର୍ଯ୍ୟ ଦେବତା ନୁହଁନ୍ତି । ଏତ ଅଗ୍ନିପିଣ୍ଡ । ତେଣୁ ସୂର୍ଯ୍ୟୋପରାଗରେ ହିନ୍ଦୁଶାସ୍ତ୍ର ଅନୁଯାୟୀ ହାଣ୍ଡିଛାଡ, ପରାଗ ସମୟରେ ଖାଦ୍ୟ ଗ୍ରହଣକୁ ବାରଣ କରାଯିବା ଭଳି ପରାମର୍ଶକୁ ବିରୋଧ କରିଥିଲେ ହେତୁବାଦୀ । ଏହାକୁ ନେଇ ବିଭିନ୍ନ ଚାନେଲରେ ତର୍କବିତର୍କ ଚାଲିବା ପରେ ଆଜି ହେତୁବାଦୀଙ୍କୁ କୋର୍ଟରୁ ଲିଗାଲ ନୋଟିସ ପଠାଯାଇଛି । ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ ନୋଟିସ ଦିଆଯିବା ସହ ସାତଦିନ ଭିତରେ ଉତ୍ତର ଦେବାକୁ କୁହାଯାଇଛି । କଣ ପାଇଁ ସେମାନଙ୍କ ବିରୋଧରେ ମାମୱା ରୁଜୁ ନ ହେବ, କାରଣ ଦର୍ଶାଇବାକୁ ନୋଟିସରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here