ଆସନ୍ତା ୧୦ ତାରିଖରୁ କଟକ ମହାନଗର ନିଗମରେ ବୁଷ୍ଟର ଡୋଜ୍ ଦିଆଯିବ । ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ନେଇସାରିଥବା ୬୦ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି ବିଶେଷ ଏବଂ ବହୁ ରୋଗରେ ପିଡୀତ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ନିୟମାବଳୀ ପ୍ରସ୍ତୁତ ପରେ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କେଉଁ କେଉଁ ସ୍ଥାନରେ ଟିକା ଦିଆଯିବ ସେନେଇ ଅନୁଧ୍ୟାନ ଚାଲିଛି ବୋଲି ସିଏମସି ଡେପୁଟି କମିଶନର ଅଭିନାଶ ରାଉତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here