ଜାନୁୟାରୀ 29 ତାରିଖରେ ଓଡିଶା ଆସିବେ ବିଜେପି ଅଧ୍ୟକ୍ଷ ଅମିତ ଶାହା. ଏ ନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ. 29 ତାରିଖରେ କଟକ ସାଲେପୁର କୁଳିଆରେ ହେବାକୁ ଥିବା ସଭାରେ ଯୋଗ ଦେବେ ଅମିତ. ଏ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି. ଅନ୍ୟପଟେ ଜାନୁୟାରୀ 18 ତାରିଖରେ ଅମିତ ଓଡଶା ଆସିବାର ଥିଲା. ମାତ୍ର ସେ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା.

LEAVE A REPLY

Please enter your comment!
Please enter your name here