ପଦାରେ ପଡ଼ିଲା ଷ୍ଟାରଙ୍କ କଳି। ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। ରାସ୍ତା ଉପରେ ବାବୁସାନଙ୍କ ସହ ପତ୍ନୀ ଝଗଡ଼ା କରୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।ବାବୁସାନଙ୍କ ସହ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ମଧ୍ୟ ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଛନ୍ତି। ରାସ୍ତା ଉପରେ ଝଗଡ଼ା କରୁଥିବାର ଦୃଶ୍ୟ ଭାଇରାଲ ହୋଇଛି। ଅଧିକ ଝଗଡ଼ା ପରେ ଗାଡିରୁ ଓହ୍ଲାଇ ପ୍ରକୃତି ମିଶ୍ର ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ପ୍ରକୃତି ମିଶ୍ରଙ୍କୁ ଧକ୍କା ଦେଉଥିବା ମଧ୍ୟ ନଜର ଆସିଛି।

LEAVE A REPLY

Please enter your comment!
Please enter your name here