ଜଣେ ମୁଖ୍ୟମନ୍ତ୍ରୀ ହୋଇକି ବି ରାଜ୍ୟପାଳଙ୍କ ପାଦ ଛୁଇଁ ଆଶ୍ରିବାଦ ନେଇଛନ୍ତି ଜଗନମୋହନ l ଯେଉଁ ଫୋଟୋଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି lଭାରତୀୟ ପରମ୍ପରାର ଝଲକ ଦେଖିବାକୁ ମିଳିଛି ଏ ଆଚରଣରେ । ଅବସର ଥିଲା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ।

LEAVE A REPLY

Please enter your comment!
Please enter your name here