ବାଲେଶ୍ଵର ଜିଲ୍ଲା ନୀଳଗିରି ସତ୍ୟସାଇ ସେବା ସମିତି ପକ୍ଷରୁ  ଆଧ୍ୟାତ୍ମିକ ବଣ ଭୋଜି 2019 ଅନୁଷ୍ଠିତ ହୋଇଯାଇଛି. ନୀଳଗିରି ପାଣିଗ୍ରାହୀ ମଠ ଠାରେ ଏହି ପିକନିକ୍ ଅନୁଷ୍ଠିତ ହୋଇଯାଇଛି.  ଏହି ପିକନିକରେ ନୀଳଗିରି, ଅଯୋଧ୍ୟା, ସାଆନ୍ତା, ଭାଲୁକୁ ପୋଷି ପ୍ରଭୃତି ଭଜନ ମଣ୍ଡଳୀ ବାଲବିକାଶର ପିଲାମାନେ ଯୋଗ ଦେଇଥିଲେ ଏବଂ ଏହାପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ପରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏବଂ ମୁଖ୍ୟ ଅତିଥି ଭାବେ ଡକ୍ଟର ବାନାମ୍ବର ପାଣିଗ୍ରାହୀ ଏଥିରେ ଯୋଗ ଦେଇଥିଲେ.

 

LEAVE A REPLY

Please enter your comment!
Please enter your name here