ଆଗକୁ ଆସୁଛି ନିର୍ବାଚନ. ଏ ନେଇ ବୁଧବାର ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନ. ଓଡିଶାରେ ପହଞ୍ଚିବା ପରେ ଭୋଟ ପ୍ରସ୍ତୁତି ନେଇ ଆଲୋଚନା କରିବେ. ତେବେ 14 ଓ 15 ରେ ଭୋଟ ପ୍ରସ୍ତୁତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି. ପ୍ରଥମେ 14 ତାରିଖରେ ବିଭିନ୍ନ ରାଜନୈତିକ ଦଳ ସହ ପୃଥକ ଭାବେ ଏ ନେଇ ଆଲୋଚନା କରିବେ ଓ ନିର୍ବାଚନ ସଂପର୍କିତ ତଥ୍ୟ ଉପରେ ଆଲୋଚନା କରିବେ. ଏହାପରେ 15 ତାରିଖରେ ମୁଖ୍ୟ ସଚିବ, ଡିଜିପି ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି.

LEAVE A REPLY

Please enter your comment!
Please enter your name here