ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ନୂଆ ସଙ୍ଗ ‘ଅଜ ସିଙ୍ଗ୍ କରଜେଗା’ ରିଲିଜ ହୋଇଛି. ଯାହାକୁ ଦେଖିଲେ ଆଉ ଶୁଣିଲେ ସମସ୍ତଙ୍କ ମନରେ ଜୋସ ଆସିଯିବ. ଏମିତିରେ ବି ଦେଶଭକ୍ତି ଅନ୍ଦାଜରେ ଅକ୍ଷୟ ବେଶ ପରିଚିତ. ସାରାଗଡି ଉପରେ ଆଧାରିତ ଅକ୍ଷୟଙ୍କ ‘କେଶରୀ’ର ଏହି ଗୀତଟି ଜୋଶରେ ପରିପୂର୍ଣ୍ଣ ରହିଛି. ଏହି ଗୀତରେ ଅକ୍ଷୟ ନିଜ ସାଥୀଙ୍କ ମନୋବଳ ବଢାଉଥିବା ଦେଖିବାକୁ ମିଳିଛି. ଅନ୍ୟପଟେ ନିଜ ଶତ୍ରୁମାନଙ୍କ ସହ ଯୁଦ୍ଧ କରି ତାଙ୍କୁ ଭୂମିରେ ପକାଉଥିବା ମଧ୍ୟ ଦେଖିବାକୁ ମିଳିଛି. ଏହାର ଲିରିକ୍ସ କୁମ୍ବର ଜୁନେଜା ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଚିରନ୍ତନ ଭଟ୍ଟ ଦେଇଛନ୍ତି ଏବଂ ଏହାକୁ ପଞ୍ଜାବୀ ସିଙ୍ଗର ଜାଜ୍ଜି ବି ନିଜ କଣ୍ଠରେ ସଜ୍ଜାଇଛନ୍ତି.

LEAVE A REPLY

Please enter your comment!
Please enter your name here