ନବୀନ ପଟ୍ଟନାୟକ-ଗୃହ ଓ ସାଧାରଣ ପ୍ରଶାସନ
ପ୍ରଫୁଲ୍ଲ ମଲ୍ଲିକ-ଖଣି, ଇସ୍ପାତ ଓ ପୂର୍ତ୍ତ, ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ
ବିକ୍ରମ ଆରୁଖ- ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର
ନିରଞ୍ଜନ ପୂଜାରୀ- ଅର୍ଥ ଓ ଅବକାରୀ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଖାଦ୍ୟ ଓ ଯୋଗାଣ, ସମବାୟ
ଅରୁଣ କୁମାର ସାହୁ-କୃଷି, ମସô୍ୟ, ପଶୁସମ୍ପଦ ଏବଂ ଉଚ୍ଚଶିକ୍ଷା
ଟୁକୁନି ସାହୁ- ମହିଳା ଓ ଶିଶୁ କଲ୍ୟାଣ
ପ୍ରତାପ ଜେନା- ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ
ସୁଦାମ ମାରାଣ୍ଡି- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
ପଦ୍ମନାଭ ବେହେରା- ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନା
ସୁଶାନ୍ତ ସିଂ- ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ
ନବ କିଶୋର ଦାସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ରାଷ୍ଟ୍ର ପାହ୍ୟାରେ କାହାକୁ କେଉଁ ଦାୟିତ୍ୱ
ପଦ୍ମିନୀ ଦିଆନ୍- ହସ୍ତ ଓ ବୟନ ଶିଳ୍ପ
ଅଶୋକ ପଣ୍ଡା- ବିଗ୍ୟାନ ଓ କାରିଗରୀ, ପବ୍ଲିକ୍ ଏଣ୍ଟର ପ୍ରାଇଜର୍ସ
ସମୀର ରଞ୍ଜନ ଦାଶ- ସ୍କୁଲ ଓ ଗଣଶିକ୍ଷା
ଦିବ୍ୟଶଙ୍କର ମିଶ୍ର- ଶକ୍ତି , ଶିଳ୍ପ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ- ପର୍ଯ୍ୟଟନ, ଓଡିଆ ଭାଷା ଓ ସଂସ୍କୃତି
ପ୍ରେମାନନ୍ଦ ନାୟକ- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ରଘୁନନ୍ଦନ ଦାସ- ଜଳ ସମ୍ପଦ ଏବଂ ସୂଚନା ଓ ଲୋକ ସମ୍ପର୍କ
ତୁଷାରକାନ୍ତି ବେହେରା- କ୍ରୀଡା ଓ ଯୁବସେବା
ଜଗନ୍ନାଥ ସାରକା- ଅନୁସୂଚିତ ଜାତି ଓ ଜନଜାତି ବିକାଶ