ନୂଆବର୍ଷରେ ମହଙ୍ଗା ମାଡ । ବଢିଲା ଅଣ ସବସିଡି ଏଲପିଜି ଗ୍ୟାସ୍ ଦାମ୍ । ଅଣସବସିଡି ଏଲପିଜି ଗ୍ୟାସ ଦର ୧୯ ଟଙ୍କା ବୃଦ୍ଧି ହୋଇଛି । ଆଜିଠୁ ଏହି ନୂଆଦର ଲାଗୁ ହୋଇଛି । ନୂଆ ଦର ଲାଗୁ ହେବାପରେ ଦିଲ୍ଲୀରେ ଅଣ ସବସିଡି ଗ୍ୟାସ ଦର ୭୧୪ ଟଙ୍କା ହୋଇଛି । ମୁମ୍ବାଇରେ ଦର ୬୮୪ ଟଙ୍କା ୫୦ ପଇସା ହୋଇଛି ।

LEAVE A REPLY

Please enter your comment!
Please enter your name here