ଭୁବନେଶ୍ୱରରେ ଆଜି ଆଉ ୨୫ କରୋନା ଆକ୍ରାନ୍ତ ଚିହ୍ନଟ । ୨୫ରୁ ୨୩ ଲୋକାଲ କେସ୍ । ୨ ଜଣ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ । ୨୩ ଲୋକାଲ୍ କେସରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫ ଚିହ୍ନଟ । ସାମନ୍ତରାପୁରରୁ ୨ ଚିହ୍ନଟ, ଜଣେ କ୍ୱାରେଣ୍ଟିନ୍ ସେଣ୍ଟର କର୍ମଚାରୀ । ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ ନିକଟରୁ ୪ ଆକ୍ରାନ୍ତ ଚିହ୍ନଟ । ଚକେଇସିଆଣି ହାଡବାଇ ବସ୍ତି ଅଞ୍ଚଳରୁ ୨ ପଜିଟିଭ୍ ଚିହ୍ନଟ । ପାସପୋର୍ଟ ଅଫିସ ନିକଟ ବାଲିତୋଟା ସାହି ବସ୍ତିରୁ ୪ ପଜିଟିଭ୍ । ଶିରିପୁର ଲକ୍ଷ୍ମୀ ବଜାର ବସ୍ତିରୁ ଆଜି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ । ଏକ ଘରୋଇ ହସ୍ପିଟାଲର ଜଣେ ୨୨ ବର୍ଷୀୟା ମହିଳା କର୍ମଚାରୀ ପଜିଟିଭ୍ । ଅଶୋକ ନଗର ଅଞ୍ଚଳର ଜଣେ ୫୦ ବର୍ଷୀୟା ମହିଳା ପଜିଟିଭ୍ । ନୀଳାଦ୍ରିବୀହାର ବୁଦ୍ଧପାର୍କ ଅଞ୍ଚଳରୁ ଜଣେ ମହିଳା ପଜିଟିଭ୍ ଚିହ୍ନଟ । ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ଓ ନୟାପଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ।

LEAVE A REPLY

Please enter your comment!
Please enter your name here