ପରୀ ମୃତ୍ୟୁ ପ୍ରସଙ୍ଗରେ ଆଜି ବିଧାନସଭାରେ ହଙ୍ଗାମା ହୋଇଛି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ହଙ୍ଗାମା କରିଥିଲେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ପ୍ରବଳ ହୋହଲ୍ଲା କରିଥିଲେ । ବିଜେପିର ସଦସ୍ୟମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ବ୍ୟାନର ଦେଖାଇ ହୋହଲ୍ଲା କରିଛନ୍ତି । ୨୦ ମିନିଟ୍ ପାଇଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ।

LEAVE A REPLY

Please enter your comment!
Please enter your name here