ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁରୁବାର ଭାରତୀୟ ଟିମ୍ ର ପୂର୍ବତନ କୋଚ୍ ଗ୍ୟାରି କିଷ୍ଟନ୍ ଙ୍କୁ ନିଜର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ପ୍ରଦାନ କରିଛି । କିଷ୍ଟନ୍ ଙ୍କ ପୂର୍ବରୁ ଡେନିଏଲ୍ ଓ୍ୱେଟୋରୀ ଏହି ଦାୟିତ୍ୱରେ ଥିଲେ ।

କିଷ୍ଟନ୍ କୋଚ୍ ଥିବା ସମୟରେ ଭାରତ 2011 ରେ ବିଶ୍ୱ କପ୍ ର ବିଜେତା ହୋଇଥିଲା । ପୂର୍ବ ସିଜିନରେ ସେ ବେଙ୍ଗାଲୁରୁ ଟିମ୍ ରେ ବୋଲିଂ ର  କୋଚ୍ ଥିଲେ ।

 

 

 

LEAVE A REPLY

Please enter your comment!
Please enter your name here