ପିଲାଙ୍କ ପାଇଁ ତିନୋଟି କୋଭିଡ ଟିକାକୁ ଡିସିଜିଆଇର ଅନୁମତି । 5 ରୁ 12 ବର୍ଷର ପିଲା କୋର୍ବେଭାକ୍ସ ଏବଂ କୋଭାକ୍ସିନ ଟିକା ନେଇପାରିବେ । ଏଥିସହିତ 12 ବର୍ଷରୁ ଅଧିକ ବୟସର ପିଲାଙ୍କୁ ଜାଇକୋଭ ଡି ଟିକା ନେବାକୁ ଡିସିଜିଆଇ ଅନୁମତି ଦେଇଛି । ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ ।

LEAVE A REPLY

Please enter your comment!
Please enter your name here