ବଡ ଭାଇ ମାଡରେ ଚାଲିଗଲା ସାନ ଭାଇର ଜୀବନ । ଅତ୍ୟଧିକ କ୍ରୋଧ ନେଇଗଲା ନୀରିହ ଜୀବନ । ଭୁବନେଶ୍ୱର ନୟାପଲ୍ଲୀ ଥାନା ନୂଆସାହି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ସାନ ଭାଇକୁ ପଢିବାକୁ ତାଗିଦ କରି ନିସ୍ତୁକ ପିଟିଥିଲା ବଡ ଭାଇ । ପ୍ରବଳ ମାଡ ଖାଇବା ପରେ ସାନ ଭାଇର ମୃତ୍ୟୁ ଘଟିଛି । ବଡ ଭାଇ ଏମବିଏ ପାଠ ପଢିଛନ୍ତି । ଏବେ ବଡଭାଇ ନାଁରେ ମାମଲା କରି ପୋଲିସ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here