ସ୍କୁଲକୁ ଫେରୁଛି କରୋନା କଟକଣା । ସ୍କୁଲରେ କରୋନା ନିୟମ ପାଳନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ମାର୍ଗଦର୍ଶିକା ଅନୁଯାୟୀ, ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । କଟକଣାରେ ହେବ ମାଟ୍ରିକ ସମେଟିଭ୍‌-୧ ଓ ଯୁକ୍ତ ଦୁଇ ପରୀକ୍ଷା ।

LEAVE A REPLY

Please enter your comment!
Please enter your name here