Home News ଥମୁନି ମାଓ ଆତଙ୍କ, ଟାର୍ଗେଟରେ ଛତିଶଗଡ ବିଧାନସଭା ନିର୍ବାଚନ NewsTrending News ଥମୁନି ମାଓ ଆତଙ୍କ, ଟାର୍ଗେଟରେ ଛତିଶଗଡ ବିଧାନସଭା ନିର୍ବାଚନ By Takshak Bureau - November 4, 2018 105 0 Facebook Twitter Google+ Pinterest WhatsApp ଦାନ୍ତେୱାଡାରେ ମାଓବାଦୀ ଲଙ୍କାକାଣ୍ଡ । ଗାମବାଡା ଜଙ୍ଗଲରେ ଦୁଇଟି ଯାତ୍ରୀବାହୀ ବସରୁ ଯାତ୍ରୀମାନଙ୍କୁ ଓହ୍ଲାଇ ସେଥିରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀମାନେ । ସୂଚନା ମିଳିଛି, ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ମାତ୍ର ବସରେ ସେମାନେ କାହିଁକି ନିଆଁ ଲଗାଇଲେ ତାହା ସ୍ପଷ୍ଟ ହୋଇନାହିଁ । ମାଓବାଦୀଙ୍କ ଏଭଳି ଗୋଟିଏ ପରେ ଗୋଟିଏ କାଣ୍ଡ ପୋଲିସ ପ୍ରଶାସନକୁ ଚ୍ୟାଲେଞ୍ଜ କରୁଛି । ଆଗକୁ ଛତିଶଗଡ ବିଧାନସଭା ନିର୍ବାଚନ ଆଉ ଏହାକୁ ପ୍ରଭାବିତ କରିବା ପାଇଁ ନକ୍ସଲମାନେ ଏଭଳି କରୁଥିବା ସ୍ପଷ୍ଟ ହୋଇଛି । ସପ୍ତାହ ତଳେ ଛତିଶଗଡ ନକ୍ସଲ ହମଲାରରେ 3 ଜଣ ଯବାନଙ୍କ ସମେତ ଡିଡି ନ୍ୟୁଜ୍ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସହିଦ୍ ହୋଇଥିଲେ । ଅଳ୍ପକେ ବର୍ତିଯାଇଥିଲେ ଡିଡି ନ୍ୟୁଜର ରିପୋର୍ଟର ଧୀରଜ କୁମାର ଓ ଆସିଷ୍ଟାଣ୍ଟ ଲାଇଟମ୍ୟାନ ମୋରମୁକୁତ ଶର୍ମା । RELATED ARTICLESMORE FROM AUTHOR Big Story ବିଜେପିର ଓଡିଶା ଦଖଲ ଅଭିଯାନ Big Story ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର Big Story ବିଜେଡି-ବିଜେପି ଭିତିରି ମେଂଟ, କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କଲେ ଖଡଗେ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍ Takshak Bureau - May 14, 2024 0 ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ... ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ Takshak Bureau - April 20, 2024 0 ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ... କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ Takshak Bureau - February 22, 2024 0 ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...