ସାଉଥ କୋରିଆନ୍ ଟେକ୍ନୋଲୋଜୀ ସାମସଙ୍ଗ ଏକ ନୂଆ ଫୋନ୍ ବଜାରକୁ ପ୍ରବେଶ କରାଇଛି. ଯାହାର ମଡେଲ ରହିଛି Galaxy A8s. ଏହି ମୋବାଇଲ ସ୍କ୍ରିନରେ ରହିଛି କ୍ୟାମେରା . ତେବେ ଏହି ଫୋନର ପ୍ରବେଶକୁ ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା ଲାଗିରହିଥିଲା. ଏହି ସ୍ମାର୍ଟ ଫୋନ୍ ରେ Infinity O ଡିସପ୍ଲେ ଦିଆଯାଇଛି.  Galaxy A8s ହେଉଛି ସାମସଙ୍ଗର ପ୍ରଥମ ଫୋନ୍ ଯେଉଁଥିରେ ନଚ୍ ଲେସ୍ ଡିସପ୍ଲେ ଏବଂ ଇନ୍ ଡିସପ୍ଲେ ସେଲଫି କ୍ୟାମେରା ରହିଛି. ଏହି ସ୍ମାର୍ଟଫୋନରେ 6.39 ଇଞ୍ଚ୍ ର ଫୁଲ ଏଚଡି ଡିସପ୍ଲେ ସହ 19.5: 9 ରେସିଓ ରହିଛି. 710 କ୍ୱାଲାକମ୍ ସ୍ପାଡ୍ରଗନ ପ୍ରୋସେସର ସହ 6ଜିବି ରାମ ରହିଛି. ଏହାସହ ଇଣ୍ଟରନାଲ ମେମୋରୀ 128 ଜିବି ରହିଛି.

LEAVE A REPLY

Please enter your comment!
Please enter your name here