କିଛି ମାସର ବ୍ୟବଧାନ ପରେ ପୁଣି କଟକ ସହରରେ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛି. ଶିଖରପୁର ତଳ ସାହିରେ ବସବାସ କରୁଥିବା ଲୋକଙ୍କ ଠାରେ ଏହା ଚିହ୍ନଟ କରାଯାଇଛି. ତେବେ ଏଥିରେ ପ୍ରାୟ 12 ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି. ବର୍ତ୍ତମାନ ସେଠାରେ ଡ୍ରେନେଜ କାମ ଚାଲୁଥିବାରୁ ପାଇପ ଫାଟିଯାଇଛି. ଫଳରେ ଦୂଷିତ ପାଣି ପିଇ ଲୋକମାନେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଅନୁମାନ କରାଯାଉଛି.ତେବେ ବର୍ତ୍ତମାନ ସେମାନଙ୍କର କଟକ ମେଡିକାଲରେ ଚିକିତ୍ସା ଚାଲିଛି.

 

LEAVE A REPLY

Please enter your comment!
Please enter your name here