Home Lifestyle ଗରମ ଚା’ ପିଉଛନ୍ତି କି, ଆକ୍ରାନ୍ତ ହୋଇପାରନ୍ତି ଏହି ରୋଗରେ LifestyleTrending News ଗରମ ଚା’ ପିଉଛନ୍ତି କି, ଆକ୍ରାନ୍ତ ହୋଇପାରନ୍ତି ଏହି ରୋଗରେ By Takshak Bureau - January 14, 2019 275 0 Facebook Twitter Google+ Pinterest WhatsApp ସାଧାରଣତଃ ସମସ୍ତେ ଗରମ ଚା’ ପିଇବାକୁ ପସନ୍ଦ କରନ୍ତି. ଯଦି ଆପଣ ବି ଗରମ ଚା’ ପିଉଛନ୍ତି, ତାହେଲେ ଏଥିରେ ବ୍ରେକ ଲଗାନ୍ତୁ. ନହେଲେ ଶିକାର ହୋଇପାରନ୍ତି ଏକ ବଡ ରୋଗରେ. ଗରମ ଚା’ ପିଇବା ଦ୍ୱାରା ଗଳା କ୍ୟାନସର ହେବାର ଆଶଙ୍କା ବଢିଯାଏ ବୋଲି ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି. ଆମେରିକାର ଏକ ମେଡିକାଲ ଜର୍ନାଲରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଗରମ ଚା ପିଇଲେ ଗଳା କ୍ୟାନସର ହେବାର ଆଶଙ୍କା ଆଠ ଗୁଣ ବଢିଯାଇଥାଏ. ସେଥିପାଇଁ ଚା’ ପିଇବା ସମୟରେ ସବୁବେଳେ ଚା ଟିକେ ଥଣ୍ଡା ହୋଇଗଲେ ପିଇବା ଉଚିତ. RELATED ARTICLESMORE FROM AUTHOR Big Story ବୁଲଡୋଜର ଚଲେଇ ଝୁମ୍ପୁଡି ଲୁଚେଇବାକୁ ପ୍ରୟାସ Big Story ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ Entertainment ପୁଷ୍ପା-ଟୁ ପ୍ରିମିୟର ସୋ ଦଳଚକଟାରେ ମୃତକଙ୍କ ପରିବାରକୁ ମିଳିବ ଦୁଇକୋଟି LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ... ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର Takshak Bureau - November 9, 2024 0 ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର... ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର Takshak Bureau - September 23, 2024 0 ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...