ପହଁରା ଶିଖୁଥିବାବେଳେ ମହାନଦୀରେ ପଡି ମୃତ୍ୟୁ । ଯୋବ୍ରା ମହାନଦୀରେ ବୁଡି ନିଖୋଜ ଥିବା ଛାତ୍ର ଉଦ୍ଧାର ହୋଇଛନ୍ତି । କିଛିଘଣ୍ଟା ପରେ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ଟ୍ରେନିଂ ସମୟରେ ବୋଟରୁ ଖସିପଡି ନିଖୋଜ ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇଛି । ତେବେ ପରିବାର ଲୋକଙ୍କ କହିବାନୁଯାୟୀ, ଅଗ୍ନିବୀରରେ ଭର୍ତ୍ତି ହେବା ପାଇଁ ପହଁରା ଶିଖୁଥିଲେ ସୋହେଲ । ମୃତ ଯୁବକଙ୍କ ନାଁ ସୋହେଲ୍ ଖାନ୍। ତାଙ୍କ ଘର କଟକର ପୀର୍ ବଜାର ଅଞ୍ଚଳରେ।

LEAVE A REPLY

Please enter your comment!
Please enter your name here