ମାଟ୍ରିକ୍ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କର ମୃତ୍ରୁ । କୋରାପୁଟ ଦାମନଯୋଡୀ ପରୀକ୍ଷା କେନ୍ଦ୍ରରେ ମାଲୁସାଆନ୍ତା ସ୍କୁଲ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ପରୀକ୍ଷା ଦେବାକୁ ଶ୍ରେଣୀରେ ପହଁଞ୍ଚିବା ସମୟରେ ସେ ଅଚେତ ହୋଇପଡିଥିଲେ । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ପୂର୍ବରୁ କିଛି ରୋଗରେ ଆକ୍ରାନ୍ତ ଥିଲେ ।

LEAVE A REPLY

Please enter your comment!
Please enter your name here