ଭାରତ 50 ଓଭରରେ ସମସ୍ତ ଉଇକେଟ ହରାଇ 240 ରନ କରିଥିବା ବେଳେ ବିଶ୍ୱକପ ଜିତିବା ପାଇଁ ଅଷ୍ଟ୍ରେଲିଆ ଆଗରେ ଟାର୍ଗେଟ 241 ରହିଛି I ପ୍ରଥମ 10 ଓଭରରେ ଭାରତର ରନ ରେଟ 8 ଥିବା ବେଳେ ଉଇକେଟ ପଡିବା ସହ ରନ ହାର 4.80 କୁ ଖସିଥିଲା I ରୋହିତ ଶର୍ମା 31 ବଲରେ 47 ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲି 63 ବଲ ରେ 54 ରନ କରିଥିଲେ I କେ ଏଲ ରାହୁଲ 107 ବଲ ଖେଳି 66 ରନ କରିଥିଲେ I

LEAVE A REPLY

Please enter your comment!
Please enter your name here