ଆଜି ପୁଣି ସାରା ରାଜ୍ୟରେ ନିଆଁବର୍ଷା ଆରମ୍ଭ ହୋଇଛି । ଦିନ ସାଢେ 11ଟା ସୁଦ୍ଧା ରାଜ୍ୟର ଅଧିକାଂଶ ସହରର ତାପମାତ୍ରା 40 ଡିଗ୍ରୀ ପାଖାପାଖି ହୋଇଯାଇଛି । ଭୁବନେଶ୍ବର ଓ ସମ୍ବଲପୁର ସହରର ତାପମାତ୍ରା 39.2 ଡିଗ୍ରୀରେ ପହଞ୍ଚିଛି । ରାଜ୍ୟରେ ଆଉ ତିନିଦିନ ଏଭଳି ଗ୍ରୀଷ୍ମପ୍ରବାହ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here