ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୭୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୫୦ ଏବଂ ୨୩ ଟି ଲୋକାଲ କେସ୍ ରହିଛି । ଗଞ୍ଜାମରୁ ସର୍ବାଧିକ ୬୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଯାଜପୁରରୁ ୧୯, କଟକ ଓ ମୟୂରଭଞ୍ଜରୁ ୧୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂଆ ପଜିଟିଭକୁ ମିଶାଇ ରାଜ୍ୟରେ ଆନ୍ତ୍ରାନ୍ତଙ୍କ ସଂଖ୍ୟା ୨୭୮୧ ରେ ପହଁଞ୍ଚିଛି । ଆକ୍ଟିଭ କେସ୍ ରହିଛି ୧୧୬୭ । ସୁସ୍ଥ ହୋଇଛନ୍ତି ୧୬୦୪ ଜଣ ।

LEAVE A REPLY

Please enter your comment!
Please enter your name here